Monday, November 8, 2021

ଜାଣନ୍ତୁ କେମିତି Uan ନମ୍ବର କୁ ପ୍ରଥମେ Activate କରାଯାଇଥାଏ

 

ଜାଣନ୍ତୁ କେମିତି Uan ନମ୍ବର କୁ ପ୍ରଥମେ Activate କରାଯାଇଥାଏ



  • ପ୍ରଥମେ Google browser ଖୋଲନ୍ତୁ ଆଉ search କରନ୍ତୁ Uan Login, ଏହା ପରେ ଆପଣଙ୍କୁ unifiedportal-mem.epfindia.gov.in ୱେବ୍ସାଇଟ ଆପଣକୁ ସବା ଉପରେ ଦେଖିବାକୁ ମିଳିବ, ତାହା ଉପରେ click କରନ୍ତୁ 
  • ଏହି page ରେ Important links ରେ  Activate Uan option ଆପଣଙ୍କୁ ଦେଖିବାକୁ ମିଳିବ ତାହା ଉପରେ click କରନ୍ତୁ

  • ଏଠାରେ ଆପଣ ନିଜ uan  ନମ୍ବର Type କରନ୍ତୁ ଯଦି uan ନମ୍ବର ନାହିଁ epf ନମ୍ବର ଆଉ ନାମ ଜନ୍ମ ତାରିକ ଆଉ ମୋବଇଲ ନମ୍ବର ଯୋଉ ନମ୍ବର register କରିବାକୁ ଚାଁହୁଚନ୍ତି type କରନ୍ତୁ ଆଉ mail id ଏହାପରେ captcha code type କରି Get Authorization pin ଉପରେ click କରନ୍ତୁ
  • ଏହା ପରେ ଆପଣଙ୍କ mobile କୁ ଗୋଟେ otp ଆସିବ ଏହାକୁ otp box ରେ ଲେଖି i agree ଉପରେ click କରି ତାପରେ validate otp and activate Uan ଉପରେ click କରନ୍ତୁ
  • ଏହା ପରେ ଆପଣଙ୍କ uan ନମ୍ବର Activate ହେଇଯିବ ଆଉ  ଆପଣଙ୍କ ମୋବଇଲ ନମ୍ବର କୁ ଏହାର password Sms ଦ୍ୱାରା ଆସିଯିବ ଏହିପରି ଆପଣ ଆପଣଙ୍କ Uan କୁ Activate କରିପାରିବେ

ତଳେ uan କୁ କିପରି activate କରିବେ ସେଇ ବିଷୟରେ ଗୋଟେ video ଦିଆଯାଇଛି ଆବଶକ୍ୟ ପଡିଲେ ଦେଖି ପାରିବେ




Please Give Your Feedback

ଆପଣଙ୍କ ଯେକୌଣସି ପ୍ରକାର Online କାମ ପାଇଁ ଯୋଗାଯୋଗ କରନ୍ତୁ SKJEE e FACILITY,ଏଥି ପାଇଁ ଆପଣଙ୍କୁ କୁଆଡେ ଯିବାକୁ ପଡ଼ିବନିଘରେ ଥାଇ ଆପଣ ଆମ ସାହାଯ୍ୟରେ ଆପଣଙ୍କ କାମକୁ କରିପାରିବେ (Example -Pan Card Apply ,Police Verification Certificate ,Epfo Help , Etc.....)ଯୋଗାଯୋଗ କରିବା ପାଇଁ ତଳେ ଦିଆ ଯାଇଥିବା Link ଉପରେ Click କରନ୍ତୁ
 ASK HELP TO SKJEE e FACILITY

 

 

No comments:

Post a Comment

How To Surrender LIC Policy

  ଯଦି LIC ଭରିବାକୁ ଚାଁହୁ ନାହାନ୍ତି ,ତାହାଲେ  ଜାଣନ୍ତୁ କେମିତି ବନ୍ଦ କରିବେ  LIC How To Surrender LIC Policy Documents Require for LIC Surrender Ori...