ନିଜ PAN CARD କୁ କେମିତ Online ରେ ଆବଶ୍ୟକ ପଡିଲେ download କରିବେ ଯାଣିନିଅନ୍ତୁ
Pan Card download କରିବା ପୂର୍ବରୁ ଆପଣ ଯାଣିନିଅନ୍ତୁ ଆପଣ Pan card କେଉଁ Website ରୁ Apply କରିଥିଲେ UTI ରୁ ନାଁ NSDL କାହିଁକି ନାଁ ଉଭୟ Website ର Pan download process ଅଲଗା ଅଲଗା ହୋଇଥାଏ,ଆମେ ଏଠାରେ ଉଭୟ ୱେବ୍ସାଇଟ ରେ କେମିତି Pan download ହୋଇଥାଏ ନିଶ୍ଚୟ ଜଣାଇବୁ
ଆପଣ ପ୍ରଥମେ Google browser ଖୋଲନ୍ତୁ, ଆପଣଙ୍କ pan card ଯଦି uti ଦ୍ୱାରା issue ହୋଇଛି ତାହାଲେ search କରନ୍ତୁ uti pan download ତଳେ ଦିଆ ଯାଇଥିବା ଲିଙ୍କ ଉପରେ click କରି ମଧ୍ୟ ଯାଇପାରିବେ
UTI PAN Download
ଯଦି ଆପଣଙ୍କ Pan card 30 ଦିନ ଭିତରେ Apply ବା correction ହୋଇଥାଏ, ତାହେଲେ ଆପଣ ଏଠାରେ ମାଗଣା ରେ pan card download କରିପାରିବେ, ଯଦି pan card 30 ଦିନ ପୂର୍ବରୁ ହୋଇଥାଏ ତାହାଲେ ଆପଣକୁ Rs 8.26 payment କରିବାକୁ ପଡିବ
- Download କରିବାପାଇଁ ହେଲେ ଆପଣକୁ ଏଠାରେ ଆପଣଙ୍କ Pan ନମ୍ବର, ଜନ୍ମ ତାରିଖ ର ମାସ ଆଉ ବର୍ଷ, captcha code ଲେଖି Submit କରିବାକୁ ପଡିବ
- ଏହାପରେ ଏଠାରେ ଆପଣଙ୍କୁ ସେଇ mobile ନମ୍ବର ଆଉ mail id ଦେଖେଇବ ଯୋଉ ନମ୍ବର ଆଉ mail id ଆପଣ pan card apply କଲା ବେଳେ ଦେଇଥିଲେ, ଏଠାରେ ଆପଣ captcha code ଲେଖି ଆପଣ otp ଯଦି mail id ରେ ନବାକୁ ଚାଁହୁଚନ୍ତି ତାହେଲେ Only Mail id select କରନ୍ତୁ ଯଦି otp sms ରେ ନବାକୁ ଚାଁହୁଚନ୍ତି ତାହେଲେ only sms select କରି get otp ଉପରେ click କରନ୍ତୁ
- ହାପରେ ଆପଣକୁ ଯେଉଁ OTP ଆସିବ Otp ବକ୍ସ ରେ ଲେଖି submit କରନ୍ତୁ
ଆପଣଙ୍କ Pan card ଯଦି 30 ଦିନ ଭତରେ Correction ବା ତିଆରି ହୋଇଥିବ ତାହାଲେ ଏଠାରେ ଆପଣକୁ digital pan ବା e pan download option ଆସିଯିବ ଆପଣ ଏହାକୁ PDFବା XML FORMAT ରେ Download କରିପାରିବେ ଯଦି PAN Correction ବା ତିଆରି 30 ଦିନ ପୂର୍ବରୁ ହୋଇଥାଏ ଆପଣକୁ RS. 8.26 Payment କରିବାକୁ ପଡିବ, ତା ପରେ ଆପଣ Pan download କରିପାରିବେ
Nsdl ଆଉ uti ଉଭୟ ୱେବ୍ସାଇଟ ରୁ pan card କିପରି download କରାଯାଇଥାଏ ତଳେ ଦିଆଯାଇଥିବା video ଦେଖି ଜାଣିପାରିବେ
ଆପଣଙ୍କ ଯେକୌଣସି ପ୍ରକାର Online କାମ ପାଇଁ ଯୋଗାଯୋଗ କରନ୍ତୁ SKJEE e FACILITY,ଏଥି ପାଇଁ ଆପଣଙ୍କୁ କୁଆଡେ ଯିବାକୁ ପଡ଼ିବନି, ଘରେ ଥାଇ ଆପଣ ଆମ ସାହାଯ୍ୟରେ ଆପଣଙ୍କ କାମକୁ କରିପାରିବେ (Example -Pan Card Apply ,Police Verification Certificate ,Epfo Help , Etc.....)ଯୋଗାଯୋଗ କରିବା ପାଇଁ ତଳେ ଦିଆ ଯାଇଥିବା Link ଉପରେ Click କରନ୍ତୁ |
No comments:
Post a Comment