Monday, November 8, 2021

ଜାଣନ୍ତୁ TPCODL eb bill କେମିତି online ରେ ସହଜରେ payment କରିବେ

 

ଜାଣନ୍ତୁ TPCODL eb bill କେମିତି online ରେ ସହଜରେ payment କରିବେ

skjee

ପେମେଣ୍ଟ କରିବା ପାଇଁ ପ୍ରଥମେ ଆପଣ  ଆପଣଙ୍କ browser ରେ search କରନ୍ତୁ TPCODL eb bill ଏହା TPCODL ର official ୱେବ୍ସାଇଟ , ନହଲେ ଆପଣ ଏହି http://tpcentralodisha.com/ link ଉପରେ direct click କରି ଯାଇପାରିବେ
  • Consumer ପୋର୍ଟାଲ login ରେ ଆପଣଙ୍କ 12 ଟିକିଆ Consumer Id ଆଉ Captcha type କରି Server select କରି sign in କରନ୍ତୁ
  • ଏହା ପରେ Payment option ରେ ଆପଣ online web payment ଉପରେ click କରନ୍ତୁ ନହଲେ direct Quick pay ଉପରେ click ଆଗକୁ ଯାଆନ୍ତୁ
  • ଏହା ପରେ ଆପଣଙ୍କୁ ପୁରା details ଦେଖିବାକୁ ମିଳିବ, ଆପଣଙ୍କ ଚଳିତ ମାସରେ କେତେ bill ହେଇଛି ଆଉ କେବେ ସୁଦ୍ଧା ଆପଣକୁ Payment କରିବାକୁ ପଡିବ  ଏହା ପରେ ଆପଣ Pay bill online ଉପରେ click କରନ୍ତୁ
  • Bill Pay କରିବା ପୂର୍ବରୁ ଯଦି ଆପଣଙ୍କ Mobile ନମ୍ବର ଯଦି Cesu ସହିତ Register ନାହିଁ ତାହାଲେ Register ଉପରେ click କରି Register କରି ନିଅନ୍ତୁ
  • ଏହା ପରେ ଆପଣ Bill Amount Confirm କରି ନିଅନ୍ତୁ ଆଉ Proceed ଉପରେ click କରନ୍ତୁ ଆଉ ନିଜ ପସନ୍ଦ ର Payment gateway select କରି Proceed କରନ୍ତୁ
  • ଏଠାରେ ଆପଣ due date ଆଉ payment before due date ଆଉ payment after due date କେତେ  type କରନ୍ତୁ ଏହା ଆପଣଙ୍କ receipt ରେ ଲେଖା ହୋଇଥାଏ, ଲେଖି ସାରିଲା ପରେ validate ଉପରେ click କରନ୍ତୁ
  • ଏହା ପରେ payment method select କରନ୍ତୁ ଆଉ proceed କରନ୍ତୁ
  • ଏହା ପରେ ଆପଣ debit card credit card, net  banking ଦ୍ୱାରା payment କରନ୍ତୁ, peyment success ହେଲା ପରେ ଆପଣଙ୍କୁ online payment receipt ମିଳିଯିବ, ଆପଣ ଏହିପରି ଭାବରେ cesu ର eb bill online ରେ payment କରି ପାରିବେ

TPCODL ର  eb bill Online payment ବିଷୟରେ ଅଧିକ ଜାଣିବା ପାଇଁ ତଳେ ଦିଆ ଯାଇଥିବା video ଆବଶ୍ୟକ ପଡିଲେ ଦେଖି ନିଅନ୍ତୁ


                                                                       




Please Give Your Feedback

ଆପଣଙ୍କ ଯେକୌଣସି ପ୍ରକାର Online କାମ ପାଇଁ ଯୋଗାଯୋଗ କରନ୍ତୁ SKJEE e FACILITY,ଏଥି ପାଇଁ ଆପଣଙ୍କୁ କୁଆଡେ ଯିବାକୁ ପଡ଼ିବନିଘରେ ଥାଇ ଆପଣ ଆମ ସାହାଯ୍ୟରେ ଆପଣଙ୍କ କାମକୁ କରିପାରିବେ (Example -Pan Card Apply ,Police Verification Certificate ,Epfo Help , Etc.....)ଯୋଗାଯୋଗ କରିବା ପାଇଁ ତଳେ ଦିଆ ଯାଇଥିବା Link ଉପରେ Click କରନ୍ତୁ
 ASK HELP TO SKJEE e FACILITY

 

 




No comments:

Post a Comment

How To Surrender LIC Policy

  ଯଦି LIC ଭରିବାକୁ ଚାଁହୁ ନାହାନ୍ତି ,ତାହାଲେ  ଜାଣନ୍ତୁ କେମିତି ବନ୍ଦ କରିବେ  LIC How To Surrender LIC Policy Documents Require for LIC Surrender Ori...