Monday, November 8, 2021

How To Update Nominee In your Epf online

 

How To Update Nominee In your Epf online, ଜାଣନ୍ତୁ Online ରେ  Epf ବା UAN ରେ କେମିତି Nominee Update କରିବେ




କଣ ପାଇଁ  Epf ରେ Online Nomination କରାଯାଉଛି -
Epf ରେ Online Nomination କରିବା ଦ୍ୱାରା ,ଆପଣଙ୍କ ମୁର୍ତ୍ୟୁ ପରେ ,ଆପଣଙ୍କ ପରିବାର ରେ ଯାହାକୁ ଆପଣ Nominee ବାଛିଥିବେ ସେ ବିନା ଅସୁବିଧାରେ Death Claim କରି ତାଙ୍କ Bank Account ରେ ଖୁବ  କମ ସମୟରେ ପଇସା ପାଇପାରିବେ.

Epf ରେ Nominee Update ବା Change କରିବା ପାଇଁ ହେଲେ ପ୍ରଥମେ ଆପଣ Google ରେ Search କରନ୍ତୁ UAN - Employees Provident Fund  ଆପଣ ଏହି  UAN Login ଲିଙ୍କ ଉପରେ click କରି ମଧ୍ୟ ଆପଣ login କରିପାରିବେ  Login Page ରେ ଆପଣ ନିଜ UAN No  ଆଉ Password Type କରି Login କରିନିଅନ୍ତୁ
Login କରିସାରିଲା ପରେ ,Nominee Update କରିବା ପୂର୍ବରୁ ଆପଣ ପ୍ରଥମେ View Tab ଉପରେ Click କରି Profile  ରେ Profile Photo ଆଉ Address Update କରି ନିଅନ୍ତୁ , ଏହା ପରେ Manage Tab ଉପରେ Click କରି E-Nomination କୁ Select କରନ୍ତୁ  ,ଉପରେ ଦିଆ ଯାଇଥିବା  Screenshot କୁ  ଭଲ ଭାବରେ ଦେଖି ନିଅନ୍ତୁ

ଏହା ପରେ ଆପଣଙ୍କୁ ଏହି ପରି Page ଦେଖିବାକୁ ମିଳିବ ଏଠାରେ  Proceed ଉପରେ Click କରନ୍ତୁ
Proceed ଉପରେ Click  କଲା ପରେ ଆପଣଙ୍କୁ  ତଳେ ଦିଆ ଯାଇଥିବା  Page ଦେଖିବାକୁ ମିଳିବ ଏଠାରେ ଆପଣ Having Family Option ଉପରେ Click କରନ୍ତୁ  ଏହା ପରେ ଆପଣଙ୍କୁ ଏଠାରେ Mominee Details  ଭରିବାକୁ ହେବ 


ଏଠାରେ ଆପଣ ୧ ଅଧିକ Nominee Add କରିପାରିବେ ବାପା,ମା ,ସ୍ତ୍ରୀ ,ଯାହାକୁ ବି Add କରିବେ ସମସ୍ତଙ୍କ ର  Bank Account ଗୋଟେ Branch ରେ ହେଇଥିବା ଦରକାର  ,ଏଠାରେ ତାଙ୍କ Aadhaar ,Name,Dob ,Gender,ତାଙ୍କ ସହିତ ଆପଣଙ୍କର କଣ Relation ଭରନ୍ତୁ ,ତାଙ୍କ Address ,Bank details ଆଉ ଗୋଟେ Passport Size Photo Upload Karantu କରନ୍ତୁ ଆଉ Save Family Details ଉପରେ Click କରିବା ପୂର୍ବରୁ ଯେତେ ଜଣଙ୍କୁ ଆପଣ Nominee ରଖିବାକୁ ଚାଁହୁଛନ୍ତି Add Row ଉପରେ Click କରି ସମସ୍ତଙ୍କ Details ଭରି ନିଅନ୍ତୁ 
Family Details Save କରିସାରିଲା ପରେ ,ଏଠାରେ ଯଦି Edit କରିବାର ଅଛି ତାହାଲେ Edit କରିପାରିବେ ,ନହଲେ e-Sign ଉପରେ Click କରନ୍ତୁ 
ଏଠାରେ Proceed ଉପରେ Click କରନ୍ତୁ 
ଏଠାରେ ଆପଣଙ୍କର Aadhaar Crad  ରେ ଥିବା Virtual Id Type  କରନ୍ତୁ  ଆଉ Checkbox ଉପରେ Click କରି Verify ଉପରେ Click କରନ୍ତୁ 
ଏଠାରେ Get OTP  ଉପରେ Click କରି, ଆପଣଙ୍କ Mobile କୁ ଆସିଥିବା OTP କୁ OTP Box ରେ OTP Type କରି Submit  କରିଦିଅନ୍ତୁ , ଏଠାରେ Nomination Successful Register ହୋଇଗଲା ବୋଲି ଦେଖିବାକୁ ମିଳିବ 


 


Please Give Your Feedback

ଆପଣଙ୍କ ଯେକୌଣସି ପ୍ରକାର Online କାମ ପାଇଁ ଯୋଗାଯୋଗ କରନ୍ତୁ SKJEE e FACILITY,ଏଥି ପାଇଁ ଆପଣଙ୍କୁ କୁଆଡେ ଯିବାକୁ ପଡ଼ିବନିଘରେ ଥାଇ ଆପଣ ଆମ ସାହାଯ୍ୟରେ ଆପଣଙ୍କ କାମକୁ କରିପାରିବେ (Example -Pan Card Apply ,Police Verification Certificate ,Epfo Help , Etc.....)ଯୋଗାଯୋଗ କରିବା ପାଇଁ ତଳେ ଦିଆ ଯାଇଥିବା Link ଉପରେ Click କରନ୍ତୁ
 ASK HELP TO SKJEE e FACILITY

 

 


No comments:

Post a Comment

How To Surrender LIC Policy

  ଯଦି LIC ଭରିବାକୁ ଚାଁହୁ ନାହାନ୍ତି ,ତାହାଲେ  ଜାଣନ୍ତୁ କେମିତି ବନ୍ଦ କରିବେ  LIC How To Surrender LIC Policy Documents Require for LIC Surrender Ori...