Monday, November 8, 2021

Know How to Register Mobile Number in SBI ATM

 ଯଦି ଆପଣଙ୍କ SBI  Bank Account ସହିତ Mobile No Register ନାହିଁ ତାହାଲେ  ଜାଣନ୍ତୁ  SBI ATM  ରେ କେମିତ  Mobile Number  Register  କରାଯାଇଥାଏ





ପ୍ରଥମେ ଆପଣ ନିକଟରେ ଥିବା ଯେକୌଣସି SBI ATM କୁ ଯାଆନ୍ତୁ, ATM ରେ ଆପଣ ଙ୍କ ATM CARD କୁ Insert କରନ୍ତୁ, Card ପୁରାଇଲା ପରେ ଏହା ଆପଣଙ୍କୁ ପ୍ରଥମେ Language ବାଛିବା ପାଇଁ ପଚାରିବ, ଏଠାରେ ଆପଣ ଯେକୌଣସି ପସନ୍ଦ language ଉପରେ Press  କରନ୍ତୁ
Language select  କଲାପରେ, ଏଠାରେ ଆପଣଙ୍କୁ 10 ରୁ 99 ଭିତରେ  ଯେକୌଣସି ସଂଖ୍ୟା ଲେଖିବା  ପାଇଁ କହିବ, ଆପଣ 10 ରୁ  99 ଭିତରେ ଯେକୌଣସି ସଂଖ୍ୟା ଲେଖି Yes  ଉପରେ  Press  କରନ୍ତୁ

ଏହାପରେ  ଆପଣଙ୍କୁ ATM PIN  ଲେଖିବା ପାଇଁ  କହିବ, ଏଠାରେ ଆପଣ ଆପଣଙ୍କ ATM PIN ଲେଖିଦିଅନ୍ତୁ
ଏହାପରେ, ଆପଣ  REGISTRATION ଉପରେ Press  କରନ୍ତୁ
ଏହାପରେ, ଆପଣ MOBILE NUMBER REGISTRATION ଉପରେ Press କରନ୍ତୁ
ଏହାପରେ, ଆପଣ NEW REGISTRATION ଉପରେ Press କରନ୍ତୁ
ଏହାପରେ  ଏଠାରେ  ଆପଣଙ୍କୁ 10 ସଂଖ୍ୟା ଵାଲା MOBILE ନଂ ଲେଖିବା ପାଇଁ ମାଗିବ, ଆପଣ ଯୋଉଁ MOBILE ନଂ ରେଜିଷ୍ଟ୍ରସନ କରିବାକୁ ଚାଁହୁଚନ୍ତି ସେଇ  ନମ୍ବର  ଟି ଲେଖି ଦିଅନ୍ତୁ, ଲେଖି ସରିଲା ପରେ  Press if correct ଉପରେ Press କରନ୍ତୁ
ଏହାପରେ  ଏଠାରେ  ଆପଣଙ୍କୁ ସେଇ  MOBILE ନଂ କୁ ଆଉ ଥରେ ଲେଖିବା ପାଇଁ ମାଗିବ, ସେଇ  ନମ୍ବର  ଟି ଆଉ ଥରେ  ଲେଖି ଦିଅନ୍ତୁ, ଲେଖି ସରିଲା ପରେ  Press if correct ଉପରେ Press କରନ୍ତୁ
ଏହାପରେ  ଆପଣ  Screen  ରେ  ଦେଖିବାକୁ ପାଇବେ Your Transaction Is being processed please wait.....
ଆଉ କିଛି ସମୟ ପରେ ଆପଣ ଲେଖା  ଦେଖିବାକୁ ପାଇବେ , ଏତିକି ହିଁ  ଆପଣକୁ ATM ରେ କରିବାକୁ ପଡିବ, ଏହା ପରେ ଆପଣଙ୍କୁ Message ରେ Reference ନଂ ଆସିଯିବ ଆଉ, 3 ରୁ  4 ଦିନି ଭିତରେ ଆପଣଙ୍କୁ SBI CUSTOMER Care ରୁ Call ଆସିବ, ସେ ଆପଣକୁ ଆପଣଙ୍କର Details ପଚାରିବେ, ଆପଣ ସଠିକ Details କହିଲେ ସେ ଆପଣଙ୍କ Details କୁ Verify କରିବେ, ଏହାପରେ  ଆପଣଙ୍କ Mobile ନମ୍ବର Bank Account ସହିତ Link ହୋଇଯିବ



Please Give Your Feedback

ଆପଣଙ୍କ ଯେକୌଣସି ପ୍ରକାର Online କାମ ପାଇଁ ଯୋଗାଯୋଗ କରନ୍ତୁ SKJEE e FACILITY,ଏଥି ପାଇଁ ଆପଣଙ୍କୁ କୁଆଡେ ଯିବାକୁ ପଡ଼ିବନିଘରେ ଥାଇ ଆପଣ ଆମ ସାହାଯ୍ୟରେ ଆପଣଙ୍କ କାମକୁ କରିପାରିବେ (Example -Pan Card Apply ,Police Verification Certificate ,Epfo Help , Etc.....)ଯୋଗାଯୋଗ କରିବା ପାଇଁ ତଳେ ଦିଆ ଯାଇଥିବା Link ଉପରେ Click କରନ୍ତୁ
 ASK HELP TO SKJEE e FACILITY

 

 

Mobile Number କୁ କେମିତି SBI ATM ରେ Account No ସହିତ  Link କରିବେ ସେହି ବିଷୟରେ ତଳେ Youtube Video ର  ଗୋଟେ link ଦିଆ ଯାଇଛି ,ଆବଶ୍ୟକ ପଡିଲେ ଆପଣ ଦେଖିପାରନ୍ତି .





No comments:

Post a Comment

How To Surrender LIC Policy

  ଯଦି LIC ଭରିବାକୁ ଚାଁହୁ ନାହାନ୍ତି ,ତାହାଲେ  ଜାଣନ୍ତୁ କେମିତି ବନ୍ଦ କରିବେ  LIC How To Surrender LIC Policy Documents Require for LIC Surrender Ori...