SBI Account କୁ Online ରେ Transfer କରନ୍ତୁ
ଆପଣ ଯଦି ଆପଣଙ୍କ ( SBI ) State bank of india , Bank Account କୁ ଗୋଟେ Branch ରୁ ଆଉ ଗୋଟେ Branch କୁ Transfer କରିବାକୁ ଚାଁହୁଛନ୍ତି ତାହାଲେ ,ତଳେ ଦିଆଯାଇଥିବା Instruction କୁ Follow ରି ଆପଣ Transfer କରିପାରିବେ
ଏଥି ପାଇଁ କଣ କଣ ଆବଶ୍ୟକ ?
୧ - ପ୍ରଥମେ Account କୁ Online Transfer କରିବା ପାଇଁ ହେଲେ ଆପଣଙ୍କ ପାଖରେ Sbi Internet Banking User Id ଆଉ Password ଥିବା ଦରକାର ,ଯଦି ନାହିଁ ,ଏହା ବି ଆପଣ Online ରେ Register କରି ପାରିବେ
୨ - ଯୋଉଁ Branch କୁ Transfer କରିବେ ସେହି Branch ର Code ଜାଣି ନିଅନ୍ତୁ
୩ - Bank Account ସହିତ ଯୋଉଁ Mobile No Register ଅଛି ତାହା ଆପଣଙ୍କ ପାଖରେ ଥିବା ଦରକାର .
ଆପଣ ଏହା ଉଭୟ Mobile ବା Computer ମାଧ୍ୟ୍ୟମରେ ରେ Tarnsfer କରିପାରିବେ ,Mobile ରେ କରିବା ପାଇଁ ହେଲେ Google Chrome କୁ Desktop Site କରିବାକୁ ପଡିଥାଏ ,ଏବେ ଆପଣ Google Chrome କୁ ଯାଆନ୍ତୁ Search କରନ୍ତୁ Sbi Net Banking
Web results
ଏହା ଉପରେ Click କରନ୍ତୁ ,ଆଉ ଆପଣ ଏଠାରେ ଆପଣଙ୍କ User id ,Password ଦେଇ Login ହୁଅନ୍ତୁ ,ତାପରେ Menu bar ରେ ଆପଣ ଦେଖିବାକୁ ପାଇବେ
e-Service Option ତାହା ଉପରେ Click କରନ୍ତୁ ,କଲା ପରେ ତଳେ ଆପଣଙ୍କୁ Transfer Of Savings Account ,Option ଦେଖିବାକୁ ମିଳିବ ,ଏବେ ତାହା ଉପରେ Click କରନ୍ତୁ ,
ଏବେ ଏଠାରେ ଯୋଉଁ branch କୁ Transfer କରିବେ ସେଇ Branch ର 5 digit code ,Type କରନ୍ତୁ ଆଉ Submit ଉପରେ click କରନ୍ତୁ,ଆପଣଙ୍କୁ Register Mobile no ରେ ଗୋଟେ OTP ଆସିବ ତାକୁ OTP Box ରେ Type କରି Submit କରନ୍ତୁ ,Within One Working Days ଆପଣଙ୍କ Bank Account Transfer ହେଇଯିବ .
ଆପଣଙ୍କ ଯେକୌଣସି ପ୍ରକାର Online କାମ ପାଇଁ ଯୋଗାଯୋଗ କରନ୍ତୁ SKJEE e FACILITY,ଏଥି ପାଇଁ ଆପଣଙ୍କୁ କୁଆଡେ ଯିବାକୁ ପଡ଼ିବନି, ଘରେ ଥାଇ ଆପଣ ଆମ ସାହାଯ୍ୟରେ ଆପଣଙ୍କ କାମକୁ କରିପାରିବେ (Example -Pan Card Apply ,Police Verification Certificate ,Epfo Help , Etc.....)ଯୋଗାଯୋଗ କରିବା ପାଇଁ ତଳେ ଦିଆ ଯାଇଥିବା Link ଉପରେ Click କରନ୍ତୁ |
No comments:
Post a Comment