Monday, November 8, 2021

ଜାଣନ୍ତୁ କେମିତି Online ରେ Epf ରୁ Advance ଉଠାଯାଇଥାଏ

 

ଜାଣନ୍ତୁ କେମିତି Online ରେ Epf ରୁ Advance ଉଠାଯାଇଥାଏ



  • ପ୍ରଥମେ Google browser ଖୋଲନ୍ତୁ ଆଉ search କରନ୍ତୁ Uan Login, ଏହା ପରେ ଆପଣଙ୍କୁ unifiedportal-mem.epfindia.gov.in ୱେବ୍ସାଇଟ ଆପଣକୁ ସବା ଉପରେ ଦେଖିବାକୁ ମିଳିବ, ତାହା ଉପରେ click କରନ୍ତୁ 

  • ଏହା ପରେ ଆପଣଙ୍କୁ login page ଦେଖିବାକୁ ମିଳିବ ଏଠାରେ ଆପଣ ଆପଣଙ୍କ uan no ଆଉ password ଏହା ସହିତ ସେଠାରେ ଦିଆ ଯାଇଥିବା captcha code type କରି sign in ଉପରେ click କରନ୍ତୁ
  • Claim କରିବାକୁ ହେଲେ ଆପଣଙ୍କ aadhaar no ଆଉ bank account no bank ସହିତ link ହେଇଥିବା ଦରକାର ଯଦି ହେଇନାହିଁ ତାହାଲେ kyc ରେ update କରି ନିଅନ୍ତୁ ,ଆଉ aadhar ସହିତ ମୋବଇଲ ନମ୍ବର update ହୋଇଥିବା ନିହାତି ଦରକାର

  • ଏହାପରେ ଉପରେ ଥିବା Menu ରେ  online service ଉପରେ click କରି CLAIM (FROM-31, 19, 10C&10D) ଉପରେ click କରନ୍ତୁ
  • ଏଠାରେ ଏହା ଆପଣଙ୍କୁ bank account ର ଶେଷ 4 ଟି ନମ୍ବର type କରି verify କରିବା ପାଇଁ ଜଣାଇବ, last 4 digit ଠିକ ସେ type କରି verify କରିନିଅନ୍ତୁ, ଆଉ account ନମ୍ବର ଆଉ ifsc code କୁ ଭଲ ଭାବରେ check କରି ନିଅନ୍ତୁ,ଆଉ proceed for online claim ଉପରେ click କରନ୍ତୁ

  • ଏହାପରେ PF ADVANCE (FROM-31) ଉପରେ click କରନ୍ତୁ

  • ଏହା ପରେ ଏଠାରେ ଆପଣ Purpose Select କରନ୍ତୁ କଣ ପାଇଁ ଆପଣ Epf Advance ଉଠେଇବାକୁ ଚାଁହୁଚନ୍ତି, କେତେ ଟଙ୍କା Advance ଉଠେଇ ବାକୁ ଚାଁହୁଚନ୍ତି ଭରନ୍ତୁ , ଏହା ପରେ ନିଜ Address କୁ ଭଲ ଭାବରେ ଲେଖି ଦିଅନ୍ତୁ, ଆଉ ଏହା ପରେ bank passbook କୁ clear କରି ଫଟୋ ଉଠେଇ upload କରନ୍ତୁ, term and condition କୁ accept କରନ୍ତୁ ଆଉ Get aadhar otp ଉପରେ click କରନ୍ତୁ
  • ଏହାପରେ ଆପଣଙ୍କ ମୋବଇଲ କୁ ଆସିଥିବା otp କୁ otp ବକ୍ସ ରେ type କରି validate otp and submit claim from ଉପରେ click କରନ୍ତୁ
  • ଏହାପରେ claim submit ହୋଇଯିବ ଆଉ epf filed office କୁ forward ହୋଇଯିବ, ଆଉ କିଛ ଦିନ ପରେ epf office ରେ ଆପଣଙ୍କ Epf settle ହେଲା ପରେ ପଇସା  ଆପଣଙ୍କ bank account କୁ transfer ହେଇଯିବ

Epf ରୁ advance କେମିତ online ରେ claim କରାଯାଇଥାଏ, ସେହି ବିଷୟରେ ତଳେ ଏକ video ଦିଆଯାଇଛି ଆବଶ୍ୟକ ପଡିଲେ ଦେଖିପାରିବେ



Please Give Your Feedback

ଆପଣଙ୍କ ଯେକୌଣସି ପ୍ରକାର Online କାମ ପାଇଁ ଯୋଗାଯୋଗ କରନ୍ତୁ SKJEE e FACILITY,ଏଥି ପାଇଁ ଆପଣଙ୍କୁ କୁଆଡେ ଯିବାକୁ ପଡ଼ିବନିଘରେ ଥାଇ ଆପଣ ଆମ ସାହାଯ୍ୟରେ ଆପଣଙ୍କ କାମକୁ କରିପାରିବେ (Example -Pan Card Apply ,Police Verification Certificate ,Epfo Help , Etc.....)ଯୋଗାଯୋଗ କରିବା ପାଇଁ ତଳେ ଦିଆ ଯାଇଥିବା Link ଉପରେ Click କରନ୍ତୁ
 ASK HELP TO SKJEE e FACILITY

 

 

No comments:

Post a Comment

How To Surrender LIC Policy

  ଯଦି LIC ଭରିବାକୁ ଚାଁହୁ ନାହାନ୍ତି ,ତାହାଲେ  ଜାଣନ୍ତୁ କେମିତି ବନ୍ଦ କରିବେ  LIC How To Surrender LIC Policy Documents Require for LIC Surrender Ori...