ଜଣାନ୍ତୁ Pan Card ସହିତ aadhaar କେମିତି Online ରେ Link କରାଯାଏ, ଆଉ ଏହା ସହିତ କେମିତ ଜାଣିବେ ଆପଣ ପୂର୍ବରୁ Pan ସହିତ Aadhaar Link କରିଥିଲେ କି ନାହିଁ.
Income Tax Department Notice ଅନୁସାରେ 31-MAR-2020 Pan ସହିତ Aadhaar Link କରିବାର ଶେଷ ତାରିକ ହୋଇପାରେ, ଯଦି ଆପଣ ଏ ପର୍ଯ୍ୟନ୍ତ pan ସହିତ aadhaar କୁ link କରିନାହାନ୍ତି, ଏବେ କରିନିଅନ୍ତୁ, ନହଲେ ଆପଣଙ୍କ pan ବନ୍ଦ ହୋଇ ଯିବ ତାପରେ ଆଉ ଥରେ ପଇସା ଖର୍ଚ୍ଚ କରି Active କରିବାକୁ ପଡି଼ବଏଥି ପାଇଁ ମାତ୍ର 1 Minute ସମୟ ଲାଗିଲା, ବିନା ଖର୍ଚ୍ଚ ରେ ନିଜ mobile ରେ ଏହା କରିପାରିବେ ,ଆପଣ ପ୍ରଥମେ Google Browser Open କରନ୍ତୁ, ଆଉ Search କରନ୍ତୁ Incometaxindiaefiling ,ଏହା ପରେ ଆପଣ ଙ୍କୁ ତଳେ ଦିଆ ଯାଇଥିବା Picture ପରି Page ଦେଖିବାକୁ ମିଳିବ,
ଏଠାରେ ଆପଣଙ୍କ Link aadhaar ଉପରେ click କରନ୍ତୁ,ଏହା ପରେ ଆପଣ ଙ୍କୁ ତଳେ ଦିଆ ଯାଇଥିବା Picture ପରି Page ଦେଖିବାକୁ ମିଳିବ,ଯଦି ଆପଣ Direct ଏହି Page ଆସିବାକୁ ଚାଁହୁଛନ୍ତି ତଳେ ଦିଆ ଯାଇଥିବା link ଉପରେ click କଲେ, ଏହା ଆପଣଙ୍କୁ Automatic ସେହି Page କୁ ନେଇଯିବ
Click here To link Pan with Aadhaar
ଏଠାରେ ଆପଣ ଆପଣଙ୍କ Pan ଆଉ Aadhaar details, ଆଉ Captcha Code କୁ ଭରି ସାରିଲା ପରେ Link aadhaar ଉପରେ click କରନ୍ତୁ ,
ଏହା ପରେ ଆପଣଙ୍କ Pan card Aadhaar ସହିତ link ହୋଇଯିବ, ଜିଦି ଆପଣ ଜାଣିବାକୁ ଚାଁହୁଚନ୍ତି , ଆପଣ ପୂର୍ବରୁ Pan Card ସହିତ Aadhaar link କରି ଥିଲେ କି ନାହଁ , ତାହାଲେ ଏହି Link ଉପରେ click କରନ୍ତୁ ଆଉ ଏଠାରେ ଆପଣଙ୍କ Pan ଆଉ Aadhaar Details ଲେଖି View Link Aadhaar Status ଉପରେ Click କରନ୍ତୁ
ଏଠାରେ ଆପଣ ଜାଣିପାରିବେ ଆପଣଙ୍କ Aadhaar Card ପୂର୍ବରୁ Pan ସହିତ Link ହୋଇଛି କି ନାହିଁ
ଆପଣଙ୍କ ଯେକୌଣସି ପ୍ରକାର Online କାମ ପାଇଁ ଯୋଗାଯୋଗ କରନ୍ତୁ SKJEE e FACILITY,ଏଥି ପାଇଁ ଆପଣଙ୍କୁ କୁଆଡେ ଯିବାକୁ ପଡ଼ିବନି, ଘରେ ଥାଇ ଆପଣ ଆମ ସାହାଯ୍ୟରେ ଆପଣଙ୍କ କାମକୁ କରିପାରିବେ (Example -Pan Card Apply ,Police Verification Certificate ,Epfo Help , Etc.....)ଯୋଗାଯୋଗ କରିବା ପାଇଁ ତଳେ ଦିଆ ଯାଇଥିବା Link ଉପରେ Click କରନ୍ତୁ |
No comments:
Post a Comment