ଯଦି ଆପଣଙ୍କ TATAPLAY Recharge କଲା ପରେ ବି ଚାଲୁନି ଜାଣନ୍ତୁ କେମିତି କରିବେ Activate ବା Refresh ମାତ୍ର 30 Second ରେ
ଯଦି ଆପଣଙ୍କ Tataplay Account Balance ସରିବା ପୂର୍ବରୁ Recharge ନ କରନ୍ତି ,ତାହାଲେ Tataplay Account Suspended ହୋଇଯାଇଥାଏ ,ଏପରି ସ୍ଥଳେ ଯଦି ଆପଣ Recharge କରୁଛନ୍ତି ତାହାଲେ ଟିଭି ଖୋଲା ରଖି Recharge କରନ୍ତୁ ,କାହିଁକି ନା ଟିଭି ବନ୍ଦ ଥିଲା ବେଳେ ଏହା ଆପଣଙ୍କ Tataplay Account କୁ Refresh କରି ପାରିନଥାଏ ,ଯଦି ଆପଣ ଟିଭି ବନ୍ଦ ଥିଲାବେଳେ Recharge କରିଦେଇଛନ୍ତି ,ଆଉ ଏବେ ଟିଭି ଖୋଲିଲା ବେଳକୁ ଚାଲୁନି ,ତାହାଲେ କିଛି ଡରିବାର ନାହିଁ ,ଆପଣଙ୍କ Register Mobile Number ରୁ ଗୋଟେ Message Send କରି Activate କରିପାରିବେ ,Message Send କରିବା ପାଇଁ Type କରନ୍ତୁ HR ଆକୁ Send କରି ଦିଅନ୍ତୁ ଏଇ 56633 Number କୁ ,ଏହା ବହୁତ Fast ଆପଣଙ୍କ Tataplay Account କୁ Refresh କରି ଟିଭି ଚାଲୁ କରିଦେବ ,ଯଦି ଆପଣଙ୍କ Register Mobile No ହଜିଯାଇଛି ବା ନାହିଁ ,ତାହାଲେ ଆପଣ , ଦ୍ୱିତୀୟ ଉପାୟ ରେ ଆପଣ Tataplay Customer Care Service କୁ Call କରି Activate କରି ପାରିବେ ଆଉ Register Mobile No ମଧ୍ୟ ପରିବର୍ତ୍ତନ କରି ପାରିବେ
ଆପଣଙ୍କ ଯେକୌଣସି ପ୍ରକାର Online କାମ ପାଇଁ ଯୋଗାଯୋଗ କରନ୍ତୁ SKJEE e FACILITY,ଏଥି ପାଇଁ ଆପଣଙ୍କୁ କୁଆଡେ ଯିବାକୁ ପଡ଼ିବନି, ଘରେ ଥାଇ ଆପଣ ଆମ ସାହାଯ୍ୟରେ ଆପଣଙ୍କ କାମକୁ କରିପାରିବେ (Example -Pan Card Apply ,Police Verification Certificate ,Epfo Help , Etc.....)ଯୋଗାଯୋଗ କରିବା ପାଇଁ ତଳେ ଦିଆ ଯାଇଥିବା Link ଉପରେ Click କରନ୍ତୁ |
No comments:
Post a Comment