Monday, November 8, 2021

How To Surrender LIC Policy

 

ଯଦି LIC ଭରିବାକୁ ଚାଁହୁ ନାହାନ୍ତି ,ତାହାଲେ  ଜାଣନ୍ତୁ କେମିତି ବନ୍ଦ କରିବେ  LIC

How To Surrender LIC Policy

Documents Require for LIC Surrender

  • Original Policy Bond.
  • Download LIC Policy Surrender Form No.5074/3510
  • Submit your Bank Account Details.
  • Fill LIC's NEFT Form, if you are not using the above said Surrender Form and submit the same.
  • Go with original ID Proof like Aadhaar Card, Driving License or PAN Card

Surrender Form No.5074/3510 is useful to surrender lic policy before maturity. You need to know that, LIC policies surrendered before 3 years from the date of commencement of policy will not give any benefit. That means you get nothing if surrender policy without paying premium for 3 years. It is always recommended to surrender lic policy after 3 years only if not satisfied with your current policy. After 3 years period, you get some percentage of the premium paid. You need to check policy document to know surrender value of lic policy.

Just fill the LIC Surrender Form and submit it along with required enclosures like policy document, neft manadate form, kyc documents.
You have to fill the following details in LIC Policy Surrender Form.
Policy Number
Policy Maturity Date
& few other declarations should be signed by you.
ust fill the LIC Surrender Form and submit it along with required enclosures like policy document, neft manadate form, kyc documents.

Download Surrender Form

Click Here To Download Form

LIC Neft Mandate Form

When ever you surrender a policy or getting maturity benefit or during claim settlement, you need to submit LIC Neft Form to get benefit amount by neft. This is the fastest mode to get your benefit amount in your account.

You have to submit this form along with other forms for faster settlement of claim. LIC policy holders have to fill the following details in LIC Neft Form. 

  • Policy Number
  • Name of Policy Holder/ Claimant
  • Bank Name
  • Bank Branch Address
  • Account Type (Savings, Current, CC, NRI Accounts are accepted
  • Bank Account Number
  • Bank IFS Code
  • Mobile Number, Email Id, Aadhar, PAN.
At last You Have To submit all this Documents At your Lic  home Branch Office

Please Give Your Feedback

ଆପଣଙ୍କ ଯେକୌଣସି ପ୍ରକାର Online କାମ ପାଇଁ ଯୋଗାଯୋଗ କରନ୍ତୁ SKJEE e FACILITY,ଏଥି ପାଇଁ ଆପଣଙ୍କୁ କୁଆଡେ ଯିବାକୁ ପଡ଼ିବନି, ଘରେ ଥାଇ ଆପଣ ଆମ ସାହାଯ୍ୟରେ ଆପଣଙ୍କ କାମକୁ କରିପାରିବେ (Example -Pan Card Apply ,Police Verification Certificate ,Epfo Help , Etc.....)ଯୋଗାଯୋଗ କରିବା ପାଇଁ ତଳେ ଦିଆ ଯାଇଥିବା Link ଉପରେ Click କରନ୍ତୁ
 ASK HELP TO SKJEE e FACILITY

 

 


SBI Account କୁ Online ରେ Transfer କରନ୍ତୁ

 

SBI Account କୁ Online ରେ  Transfer କରନ୍ତୁ 

ଆପଣ ଯଦି ଆପଣଙ୍କ ( SBI ) State bank of india , Bank Account କୁ ଗୋଟେ Branch ରୁ ଆଉ ଗୋଟେ Branch କୁ Transfer  କରିବାକୁ ଚାଁହୁଛନ୍ତି ତାହାଲେ ,ତଳେ ଦିଆଯାଇଥିବା Instruction କୁ Follow  ରି ଆପଣ  Transfer କରିପାରିବେ
SKJEE



ଏଥି ପାଇଁ କଣ କଣ ଆବଶ୍ୟକ ?

୧ - ପ୍ରଥମେ Account କୁ Online Transfer କରିବା ପାଇଁ ହେଲେ ଆପଣଙ୍କ  ପାଖରେ Sbi Internet Banking User Id  ଆଉ Password  ଥିବା ଦରକାର ,ଯଦି ନାହିଁ ,ଏହା ବି ଆପଣ Online ରେ Register କରି ପାରିବେ
୨ - ଯୋଉଁ Branch କୁ Transfer କରିବେ  ସେହି Branch ର Code ଜାଣି ନିଅନ୍ତୁ
 -  Bank Account ସହିତ ଯୋଉଁ Mobile No Register  ଅଛି ତାହା ଆପଣଙ୍କ ପାଖରେ ଥିବା ଦରକାର .

ଆପଣ ଏହା ଉଭୟ Mobile  ବା Computer ମାଧ୍ୟ୍ୟମରେ ରେ  Tarnsfer କରିପାରିବେ ,Mobile ରେ କରିବା ପାଇଁ ହେଲେ Google Chrome କୁ  Desktop Site କରିବାକୁ ପଡିଥାଏ ,ଏବେ ଆପଣ  Google Chrome କୁ ଯାଆନ୍ତୁ Search କରନ୍ତୁ Sbi Net Banking


ଏହା ପରେ ଏହି website ଆପଣ ଦେଖିବାକୁ ପାଇବେ 

Web results

ଏହା ଉପରେ Click କରନ୍ତୁ ,ଆଉ ଆପଣ ଏଠାରେ ଆପଣଙ୍କ User id ,Password ଦେଇ Login   ହୁଅନ୍ତୁ ,ତାପରେ Menu bar  ରେ ଆପଣ ଦେଖିବାକୁ ପାଇବେ


e-Service Option ତାହା ଉପରେ Click କରନ୍ତୁ ,କଲା ପରେ ତଳେ ଆପଣଙ୍କୁ Transfer Of Savings Account ,Option  ଦେଖିବାକୁ ମିଳିବ ,ଏବେ ତାହା ଉପରେ Click କରନ୍ତୁ ,


ଏବେ ଏଠାରେ ଯୋଉଁ branch କୁ Transfer କରିବେ ସେଇ Branch ର 5 digit code ,Type କରନ୍ତୁ ଆଉ Submit ଉପରେ click କରନ୍ତୁ,ଆପଣଙ୍କୁ  Register Mobile no ରେ ଗୋଟେ OTP ଆସିବ ତାକୁ OTP Box  ରେ Type କରି Submit କରନ୍ତୁ ,Within One Working Days ଆପଣଙ୍କ Bank Account Transfer  ହେଇଯିବ .

Please Give Your Feedback

ଆପଣଙ୍କ ଯେକୌଣସି ପ୍ରକାର Online କାମ ପାଇଁ ଯୋଗାଯୋଗ କରନ୍ତୁ SKJEE e FACILITY,ଏଥି ପାଇଁ ଆପଣଙ୍କୁ କୁଆଡେ ଯିବାକୁ ପଡ଼ିବନିଘରେ ଥାଇ ଆପଣ ଆମ ସାହାଯ୍ୟରେ ଆପଣଙ୍କ କାମକୁ କରିପାରିବେ (Example -Pan Card Apply ,Police Verification Certificate ,Epfo Help , Etc.....)ଯୋଗାଯୋଗ କରିବା ପାଇଁ ତଳେ ଦିଆ ଯାଇଥିବା Link ଉପରେ Click କରନ୍ତୁ
 ASK HELP TO SKJEE e FACILITY

 

 


How To Refresh Your Tatasky If not working After Recharge

 

ଯଦି ଆପଣଙ୍କ TATAPLAY Recharge କଲା ପରେ ବି ଚାଲୁନି ଜାଣନ୍ତୁ କେମିତି କରିବେ Activate ବା  Refresh ମାତ୍ର 30 Second ରେ




ଯଦି ଆପଣଙ୍କ  Tataplay Account Balance ସରିବା ପୂର୍ବରୁ Recharge ନ  କରନ୍ତି  ,ତାହାଲେ  Tataplay Account Suspended ହୋଇଯାଇଥାଏ ,ଏପରି ସ୍ଥଳେ ଯଦି ଆପଣ Recharge କରୁଛନ୍ତି ତାହାଲେ ଟିଭି ଖୋଲା ରଖି Recharge କରନ୍ତୁ ,କାହିଁକି ନା ଟିଭି ବନ୍ଦ ଥିଲା ବେଳେ ଏହା ଆପଣଙ୍କ Tataplay Account କୁ  Refresh କରି ପାରିନଥାଏ ,ଯଦି ଆପଣ ଟିଭି  ବନ୍ଦ ଥିଲାବେଳେ Recharge କରିଦେଇଛନ୍ତି ,ଆଉ ଏବେ ଟିଭି ଖୋଲିଲା  ବେଳକୁ ଚାଲୁନି ,ତାହାଲେ କିଛି ଡରିବାର ନାହିଁ ,ଆପଣଙ୍କ Register Mobile Number ରୁ ଗୋଟେ Message Send କରି Activate କରିପାରିବେ ,Message Send କରିବା ପାଇଁ  Type କରନ୍ତୁ HR ଆକୁ Send କରି ଦିଅନ୍ତୁ  ଏଇ 56633 Number କୁ ,ଏହା ବହୁତ Fast ଆପଣଙ୍କ  Tataplay Account କୁ Refresh କରି  ଟିଭି ଚାଲୁ କରିଦେବ ,ଯଦି ଆପଣଙ୍କ Register Mobile No ହଜିଯାଇଛି ବା ନାହିଁ ,ତାହାଲେ ଆପଣ , ଦ୍ୱିତୀୟ ଉପାୟ ରେ ଆପଣ Tataplay Customer Care Service କୁ Call କରି Activate  କରି ପାରିବେ ଆଉ Register Mobile No  ମଧ୍ୟ ପରିବର୍ତ୍ତନ କରି ପାରିବେ


Please Give Your Feedback

ଆପଣଙ୍କ ଯେକୌଣସି ପ୍ରକାର Online କାମ ପାଇଁ ଯୋଗାଯୋଗ କରନ୍ତୁ SKJEE e FACILITY,ଏଥି ପାଇଁ ଆପଣଙ୍କୁ କୁଆଡେ ଯିବାକୁ ପଡ଼ିବନିଘରେ ଥାଇ ଆପଣ ଆମ ସାହାଯ୍ୟରେ ଆପଣଙ୍କ କାମକୁ କରିପାରିବେ (Example -Pan Card Apply ,Police Verification Certificate ,Epfo Help , Etc.....)ଯୋଗାଯୋଗ କରିବା ପାଇଁ ତଳେ ଦିଆ ଯାଇଥିବା Link ଉପରେ Click କରନ୍ତୁ
 ASK HELP TO SKJEE e FACILITY

 




Know How to Link Pan with Aadhaar

 

ଜଣାନ୍ତୁ Pan  Card ସହିତ aadhaar  କେମିତି Online  ରେ  Link  କରାଯାଏ, ଆଉ ଏହା ସହିତ କେମିତ ଜାଣିବେ  ଆପଣ ପୂର୍ବରୁ Pan  ସହିତ Aadhaar  Link  କରିଥିଲେ କି  ନାହିଁ.

Income Tax Department  Notice ଅନୁସାରେ  31-MAR-2020 Pan ସହିତ Aadhaar Link  କରିବାର  ଶେଷ ତାରିକ ହୋଇପାରେ, ଯଦି ଆପଣ ଏ ପର୍ଯ୍ୟନ୍ତ pan ସହିତ aadhaar  କୁ link କରିନାହାନ୍ତି, ଏବେ କରିନିଅନ୍ତୁ, ନହଲେ  ଆପଣଙ୍କ pan ବନ୍ଦ ହୋଇ ଯିବ ତାପରେ ଆଉ ଥରେ ପଇସା ଖର୍ଚ୍ଚ କରି Active କରିବାକୁ ପଡି଼ବ

ଏଥି ପାଇଁ  ମାତ୍ର  1 Minute ସମୟ ଲାଗିଲା, ବିନା ଖର୍ଚ୍ଚ ରେ ନିଜ mobile ରେ ଏହା କରିପାରିବେ ,ଆପଣ  ପ୍ରଥମେ Google Browser Open  କରନ୍ତୁ, ଆଉ Search କରନ୍ତୁ  Incometaxindiaefiling  ,ଏହା ପରେ ଆପଣ ଙ୍କୁ  ତଳେ ଦିଆ ଯାଇଥିବା Picture  ପରି Page ଦେଖିବାକୁ  ମିଳିବ,


ଏଠାରେ  ଆପଣଙ୍କ  Link  aadhaar ଉପରେ  click କରନ୍ତୁ,ଏହା ପରେ ଆପଣ ଙ୍କୁ  ତଳେ ଦିଆ ଯାଇଥିବା Picture  ପରି Page ଦେଖିବାକୁ  ମିଳିବ,ଯଦି ଆପଣ Direct ଏହି Page ଆସିବାକୁ ଚାଁହୁଛନ୍ତି ତଳେ ଦିଆ ଯାଇଥିବା link  ଉପରେ click କଲେ, ଏହା ଆପଣଙ୍କୁ Automatic  ସେହି Page  କୁ ନେଇଯିବ
Click here To link Pan with Aadhaar

ଏଠାରେ  ଆପଣ ଆପଣଙ୍କ  Pan ଆଉ Aadhaar details, ଆଉ Captcha Code କୁ  ଭରି ସାରିଲା  ପରେ  Link aadhaar ଉପରେ click କରନ୍ତୁ ,

ଏହା  ପରେ ଆପଣଙ୍କ  Pan card  Aadhaar  ସହିତ link  ହୋଇଯିବ,  ଜିଦି  ଆପଣ  ଜାଣିବାକୁ  ଚାଁହୁଚନ୍ତି , ଆପଣ  ପୂର୍ବରୁ  Pan  Card ସହିତ Aadhaar  link  କରି ଥିଲେ  କି ନାହଁ , ତାହାଲେ  ଏହି  Link ଉପରେ  click କରନ୍ତୁ ଆଉ ଏଠାରେ  ଆପଣଙ୍କ  Pan ଆଉ Aadhaar Details  ଲେଖି View Link Aadhaar Status ଉପରେ  Click କରନ୍ତୁ


ଏଠାରେ  ଆପଣ ଜାଣିପାରିବେ  ଆପଣଙ୍କ Aadhaar Card  ପୂର୍ବରୁ  Pan ସହିତ Link ହୋଇଛି  କି ନାହିଁ


Please Give Your Feedback

ଆପଣଙ୍କ ଯେକୌଣସି ପ୍ରକାର Online କାମ ପାଇଁ ଯୋଗାଯୋଗ କରନ୍ତୁ SKJEE e FACILITY,ଏଥି ପାଇଁ ଆପଣଙ୍କୁ କୁଆଡେ ଯିବାକୁ ପଡ଼ିବନିଘରେ ଥାଇ ଆପଣ ଆମ ସାହାଯ୍ୟରେ ଆପଣଙ୍କ କାମକୁ କରିପାରିବେ (Example -Pan Card Apply ,Police Verification Certificate ,Epfo Help , Etc.....)ଯୋଗାଯୋଗ କରିବା ପାଇଁ ତଳେ ଦିଆ ଯାଇଥିବା Link ଉପରେ Click କରନ୍ତୁ
 ASK HELP TO SKJEE e FACILITY

 

 

How To Update Nominee In your Epf online

 

How To Update Nominee In your Epf online, ଜାଣନ୍ତୁ Online ରେ  Epf ବା UAN ରେ କେମିତି Nominee Update କରିବେ




କଣ ପାଇଁ  Epf ରେ Online Nomination କରାଯାଉଛି -
Epf ରେ Online Nomination କରିବା ଦ୍ୱାରା ,ଆପଣଙ୍କ ମୁର୍ତ୍ୟୁ ପରେ ,ଆପଣଙ୍କ ପରିବାର ରେ ଯାହାକୁ ଆପଣ Nominee ବାଛିଥିବେ ସେ ବିନା ଅସୁବିଧାରେ Death Claim କରି ତାଙ୍କ Bank Account ରେ ଖୁବ  କମ ସମୟରେ ପଇସା ପାଇପାରିବେ.

Epf ରେ Nominee Update ବା Change କରିବା ପାଇଁ ହେଲେ ପ୍ରଥମେ ଆପଣ Google ରେ Search କରନ୍ତୁ UAN - Employees Provident Fund  ଆପଣ ଏହି  UAN Login ଲିଙ୍କ ଉପରେ click କରି ମଧ୍ୟ ଆପଣ login କରିପାରିବେ  Login Page ରେ ଆପଣ ନିଜ UAN No  ଆଉ Password Type କରି Login କରିନିଅନ୍ତୁ
Login କରିସାରିଲା ପରେ ,Nominee Update କରିବା ପୂର୍ବରୁ ଆପଣ ପ୍ରଥମେ View Tab ଉପରେ Click କରି Profile  ରେ Profile Photo ଆଉ Address Update କରି ନିଅନ୍ତୁ , ଏହା ପରେ Manage Tab ଉପରେ Click କରି E-Nomination କୁ Select କରନ୍ତୁ  ,ଉପରେ ଦିଆ ଯାଇଥିବା  Screenshot କୁ  ଭଲ ଭାବରେ ଦେଖି ନିଅନ୍ତୁ

ଏହା ପରେ ଆପଣଙ୍କୁ ଏହି ପରି Page ଦେଖିବାକୁ ମିଳିବ ଏଠାରେ  Proceed ଉପରେ Click କରନ୍ତୁ
Proceed ଉପରେ Click  କଲା ପରେ ଆପଣଙ୍କୁ  ତଳେ ଦିଆ ଯାଇଥିବା  Page ଦେଖିବାକୁ ମିଳିବ ଏଠାରେ ଆପଣ Having Family Option ଉପରେ Click କରନ୍ତୁ  ଏହା ପରେ ଆପଣଙ୍କୁ ଏଠାରେ Mominee Details  ଭରିବାକୁ ହେବ 


ଏଠାରେ ଆପଣ ୧ ଅଧିକ Nominee Add କରିପାରିବେ ବାପା,ମା ,ସ୍ତ୍ରୀ ,ଯାହାକୁ ବି Add କରିବେ ସମସ୍ତଙ୍କ ର  Bank Account ଗୋଟେ Branch ରେ ହେଇଥିବା ଦରକାର  ,ଏଠାରେ ତାଙ୍କ Aadhaar ,Name,Dob ,Gender,ତାଙ୍କ ସହିତ ଆପଣଙ୍କର କଣ Relation ଭରନ୍ତୁ ,ତାଙ୍କ Address ,Bank details ଆଉ ଗୋଟେ Passport Size Photo Upload Karantu କରନ୍ତୁ ଆଉ Save Family Details ଉପରେ Click କରିବା ପୂର୍ବରୁ ଯେତେ ଜଣଙ୍କୁ ଆପଣ Nominee ରଖିବାକୁ ଚାଁହୁଛନ୍ତି Add Row ଉପରେ Click କରି ସମସ୍ତଙ୍କ Details ଭରି ନିଅନ୍ତୁ 
Family Details Save କରିସାରିଲା ପରେ ,ଏଠାରେ ଯଦି Edit କରିବାର ଅଛି ତାହାଲେ Edit କରିପାରିବେ ,ନହଲେ e-Sign ଉପରେ Click କରନ୍ତୁ 
ଏଠାରେ Proceed ଉପରେ Click କରନ୍ତୁ 
ଏଠାରେ ଆପଣଙ୍କର Aadhaar Crad  ରେ ଥିବା Virtual Id Type  କରନ୍ତୁ  ଆଉ Checkbox ଉପରେ Click କରି Verify ଉପରେ Click କରନ୍ତୁ 
ଏଠାରେ Get OTP  ଉପରେ Click କରି, ଆପଣଙ୍କ Mobile କୁ ଆସିଥିବା OTP କୁ OTP Box ରେ OTP Type କରି Submit  କରିଦିଅନ୍ତୁ , ଏଠାରେ Nomination Successful Register ହୋଇଗଲା ବୋଲି ଦେଖିବାକୁ ମିଳିବ 


 


Please Give Your Feedback

ଆପଣଙ୍କ ଯେକୌଣସି ପ୍ରକାର Online କାମ ପାଇଁ ଯୋଗାଯୋଗ କରନ୍ତୁ SKJEE e FACILITY,ଏଥି ପାଇଁ ଆପଣଙ୍କୁ କୁଆଡେ ଯିବାକୁ ପଡ଼ିବନିଘରେ ଥାଇ ଆପଣ ଆମ ସାହାଯ୍ୟରେ ଆପଣଙ୍କ କାମକୁ କରିପାରିବେ (Example -Pan Card Apply ,Police Verification Certificate ,Epfo Help , Etc.....)ଯୋଗାଯୋଗ କରିବା ପାଇଁ ତଳେ ଦିଆ ଯାଇଥିବା Link ଉପରେ Click କରନ୍ତୁ
 ASK HELP TO SKJEE e FACILITY

 

 


Know How to Register Mobile Number in SBI ATM

 ଯଦି ଆପଣଙ୍କ SBI  Bank Account ସହିତ Mobile No Register ନାହିଁ ତାହାଲେ  ଜାଣନ୍ତୁ  SBI ATM  ରେ କେମିତ  Mobile Number  Register  କରାଯାଇଥାଏ





ପ୍ରଥମେ ଆପଣ ନିକଟରେ ଥିବା ଯେକୌଣସି SBI ATM କୁ ଯାଆନ୍ତୁ, ATM ରେ ଆପଣ ଙ୍କ ATM CARD କୁ Insert କରନ୍ତୁ, Card ପୁରାଇଲା ପରେ ଏହା ଆପଣଙ୍କୁ ପ୍ରଥମେ Language ବାଛିବା ପାଇଁ ପଚାରିବ, ଏଠାରେ ଆପଣ ଯେକୌଣସି ପସନ୍ଦ language ଉପରେ Press  କରନ୍ତୁ
Language select  କଲାପରେ, ଏଠାରେ ଆପଣଙ୍କୁ 10 ରୁ 99 ଭିତରେ  ଯେକୌଣସି ସଂଖ୍ୟା ଲେଖିବା  ପାଇଁ କହିବ, ଆପଣ 10 ରୁ  99 ଭିତରେ ଯେକୌଣସି ସଂଖ୍ୟା ଲେଖି Yes  ଉପରେ  Press  କରନ୍ତୁ

ଏହାପରେ  ଆପଣଙ୍କୁ ATM PIN  ଲେଖିବା ପାଇଁ  କହିବ, ଏଠାରେ ଆପଣ ଆପଣଙ୍କ ATM PIN ଲେଖିଦିଅନ୍ତୁ
ଏହାପରେ, ଆପଣ  REGISTRATION ଉପରେ Press  କରନ୍ତୁ
ଏହାପରେ, ଆପଣ MOBILE NUMBER REGISTRATION ଉପରେ Press କରନ୍ତୁ
ଏହାପରେ, ଆପଣ NEW REGISTRATION ଉପରେ Press କରନ୍ତୁ
ଏହାପରେ  ଏଠାରେ  ଆପଣଙ୍କୁ 10 ସଂଖ୍ୟା ଵାଲା MOBILE ନଂ ଲେଖିବା ପାଇଁ ମାଗିବ, ଆପଣ ଯୋଉଁ MOBILE ନଂ ରେଜିଷ୍ଟ୍ରସନ କରିବାକୁ ଚାଁହୁଚନ୍ତି ସେଇ  ନମ୍ବର  ଟି ଲେଖି ଦିଅନ୍ତୁ, ଲେଖି ସରିଲା ପରେ  Press if correct ଉପରେ Press କରନ୍ତୁ
ଏହାପରେ  ଏଠାରେ  ଆପଣଙ୍କୁ ସେଇ  MOBILE ନଂ କୁ ଆଉ ଥରେ ଲେଖିବା ପାଇଁ ମାଗିବ, ସେଇ  ନମ୍ବର  ଟି ଆଉ ଥରେ  ଲେଖି ଦିଅନ୍ତୁ, ଲେଖି ସରିଲା ପରେ  Press if correct ଉପରେ Press କରନ୍ତୁ
ଏହାପରେ  ଆପଣ  Screen  ରେ  ଦେଖିବାକୁ ପାଇବେ Your Transaction Is being processed please wait.....
ଆଉ କିଛି ସମୟ ପରେ ଆପଣ ଲେଖା  ଦେଖିବାକୁ ପାଇବେ , ଏତିକି ହିଁ  ଆପଣକୁ ATM ରେ କରିବାକୁ ପଡିବ, ଏହା ପରେ ଆପଣଙ୍କୁ Message ରେ Reference ନଂ ଆସିଯିବ ଆଉ, 3 ରୁ  4 ଦିନି ଭିତରେ ଆପଣଙ୍କୁ SBI CUSTOMER Care ରୁ Call ଆସିବ, ସେ ଆପଣକୁ ଆପଣଙ୍କର Details ପଚାରିବେ, ଆପଣ ସଠିକ Details କହିଲେ ସେ ଆପଣଙ୍କ Details କୁ Verify କରିବେ, ଏହାପରେ  ଆପଣଙ୍କ Mobile ନମ୍ବର Bank Account ସହିତ Link ହୋଇଯିବ



Please Give Your Feedback

ଆପଣଙ୍କ ଯେକୌଣସି ପ୍ରକାର Online କାମ ପାଇଁ ଯୋଗାଯୋଗ କରନ୍ତୁ SKJEE e FACILITY,ଏଥି ପାଇଁ ଆପଣଙ୍କୁ କୁଆଡେ ଯିବାକୁ ପଡ଼ିବନିଘରେ ଥାଇ ଆପଣ ଆମ ସାହାଯ୍ୟରେ ଆପଣଙ୍କ କାମକୁ କରିପାରିବେ (Example -Pan Card Apply ,Police Verification Certificate ,Epfo Help , Etc.....)ଯୋଗାଯୋଗ କରିବା ପାଇଁ ତଳେ ଦିଆ ଯାଇଥିବା Link ଉପରେ Click କରନ୍ତୁ
 ASK HELP TO SKJEE e FACILITY

 

 

Mobile Number କୁ କେମିତି SBI ATM ରେ Account No ସହିତ  Link କରିବେ ସେହି ବିଷୟରେ ତଳେ Youtube Video ର  ଗୋଟେ link ଦିଆ ଯାଇଛି ,ଆବଶ୍ୟକ ପଡିଲେ ଆପଣ ଦେଖିପାରନ୍ତି .





ନିଜ PAN CARD କୁ କେମିତ Online ରେ ଆବଶ୍ୟକ ପଡିଲେ download କରିବେ ଯାଣିନିଅନ୍ତୁ

 

ନିଜ PAN CARD କୁ କେମିତ Online ରେ ଆବଶ୍ୟକ ପଡିଲେ download କରିବେ ଯାଣିନିଅନ୍ତୁ


Pan Card download କରିବା ପୂର୍ବରୁ ଆପଣ ଯାଣିନିଅନ୍ତୁ ଆପଣ Pan card କେଉଁ Website ରୁ Apply କରିଥିଲେ UTI  ରୁ ନାଁ NSDL କାହିଁକି ନାଁ ଉଭୟ Website ର Pan download process ଅଲଗା ଅଲଗା ହୋଇଥାଏ,ଆମେ ଏଠାରେ ଉଭୟ ୱେବ୍ସାଇଟ ରେ କେମିତି Pan download ହୋଇଥାଏ ନିଶ୍ଚୟ ଜଣାଇବୁ


ଆପଣ ପ୍ରଥମେ Google browser ଖୋଲନ୍ତୁ, ଆପଣଙ୍କ pan card ଯଦି uti ଦ୍ୱାରା issue ହୋଇଛି ତାହାଲେ search କରନ୍ତୁ uti pan download ତଳେ ଦିଆ ଯାଇଥିବା ଲିଙ୍କ ଉପରେ click କରି ମଧ୍ୟ ଯାଇପାରିବେ
UTI PAN Download
ଯଦି ଆପଣଙ୍କ Pan card 30 ଦିନ ଭିତରେ Apply ବା correction  ହୋଇଥାଏ, ତାହେଲେ ଆପଣ ଏଠାରେ ମାଗଣା ରେ pan card download କରିପାରିବେ, ଯଦି pan card 30 ଦିନ ପୂର୍ବରୁ ହୋଇଥାଏ ତାହାଲେ ଆପଣକୁ Rs 8.26 payment କରିବାକୁ ପଡିବ

  • Download କରିବାପାଇଁ ହେଲେ ଆପଣକୁ ଏଠାରେ ଆପଣଙ୍କ Pan ନମ୍ବର, ଜନ୍ମ ତାରିଖ ର ମାସ ଆଉ ବର୍ଷ, captcha code ଲେଖି Submit କରିବାକୁ ପଡିବ 
  • ଏହାପରେ ଏଠାରେ ଆପଣଙ୍କୁ ସେଇ mobile ନମ୍ବର ଆଉ mail id ଦେଖେଇବ ଯୋଉ  ନମ୍ବର ଆଉ mail id ଆପଣ pan card apply କଲା ବେଳେ ଦେଇଥିଲେ, ଏଠାରେ ଆପଣ captcha code  ଲେଖି ଆପଣ otp ଯଦି mail id ରେ ନବାକୁ ଚାଁହୁଚନ୍ତି ତାହେଲେ Only Mail id select କରନ୍ତୁ ଯଦି otp sms ରେ ନବାକୁ ଚାଁହୁଚନ୍ତି ତାହେଲେ only sms select କରି get otp ଉପରେ click କରନ୍ତୁ
  • ହାପରେ ଆପଣକୁ ଯେଉଁ OTP ଆସିବ Otp ବକ୍ସ ରେ ଲେଖି submit କରନ୍ତୁ 

ଆପଣଙ୍କ Pan card ଯଦି 30 ଦିନ ଭତରେ Correction ବା ତିଆରି ହୋଇଥିବ ତାହାଲେ ଏଠାରେ ଆପଣକୁ digital pan ବା e pan download option ଆସିଯିବ ଆପଣ ଏହାକୁ PDFବା XML FORMAT ରେ Download କରିପାରିବେ ଯଦି PAN Correction ବା ତିଆରି 30 ଦିନ ପୂର୍ବରୁ ହୋଇଥାଏ ଆପଣକୁ RS. 8.26 Payment କରିବାକୁ ପଡିବ, ତା ପରେ ଆପଣ Pan download କରିପାରିବେ
Nsdl ଆଉ uti ଉଭୟ ୱେବ୍ସାଇଟ ରୁ pan card କିପରି download କରାଯାଇଥାଏ ତଳେ ଦିଆଯାଇଥିବା video ଦେଖି ଜାଣିପାରିବେ


Please Give Your Feedback

ଆପଣଙ୍କ ଯେକୌଣସି ପ୍ରକାର Online କାମ ପାଇଁ ଯୋଗାଯୋଗ କରନ୍ତୁ SKJEE e FACILITY,ଏଥି ପାଇଁ ଆପଣଙ୍କୁ କୁଆଡେ ଯିବାକୁ ପଡ଼ିବନିଘରେ ଥାଇ ଆପଣ ଆମ ସାହାଯ୍ୟରେ ଆପଣଙ୍କ କାମକୁ କରିପାରିବେ (Example -Pan Card Apply ,Police Verification Certificate ,Epfo Help , Etc.....)ଯୋଗାଯୋଗ କରିବା ପାଇଁ ତଳେ ଦିଆ ଯାଇଥିବା Link ଉପରେ Click କରନ୍ତୁ
 ASK HELP TO SKJEE e FACILITY

 

 





ଜାଣନ୍ତୁ କେମିତି Online ରେ Epf ରୁ Advance ଉଠାଯାଇଥାଏ

 

ଜାଣନ୍ତୁ କେମିତି Online ରେ Epf ରୁ Advance ଉଠାଯାଇଥାଏ



  • ପ୍ରଥମେ Google browser ଖୋଲନ୍ତୁ ଆଉ search କରନ୍ତୁ Uan Login, ଏହା ପରେ ଆପଣଙ୍କୁ unifiedportal-mem.epfindia.gov.in ୱେବ୍ସାଇଟ ଆପଣକୁ ସବା ଉପରେ ଦେଖିବାକୁ ମିଳିବ, ତାହା ଉପରେ click କରନ୍ତୁ 

  • ଏହା ପରେ ଆପଣଙ୍କୁ login page ଦେଖିବାକୁ ମିଳିବ ଏଠାରେ ଆପଣ ଆପଣଙ୍କ uan no ଆଉ password ଏହା ସହିତ ସେଠାରେ ଦିଆ ଯାଇଥିବା captcha code type କରି sign in ଉପରେ click କରନ୍ତୁ
  • Claim କରିବାକୁ ହେଲେ ଆପଣଙ୍କ aadhaar no ଆଉ bank account no bank ସହିତ link ହେଇଥିବା ଦରକାର ଯଦି ହେଇନାହିଁ ତାହାଲେ kyc ରେ update କରି ନିଅନ୍ତୁ ,ଆଉ aadhar ସହିତ ମୋବଇଲ ନମ୍ବର update ହୋଇଥିବା ନିହାତି ଦରକାର

  • ଏହାପରେ ଉପରେ ଥିବା Menu ରେ  online service ଉପରେ click କରି CLAIM (FROM-31, 19, 10C&10D) ଉପରେ click କରନ୍ତୁ
  • ଏଠାରେ ଏହା ଆପଣଙ୍କୁ bank account ର ଶେଷ 4 ଟି ନମ୍ବର type କରି verify କରିବା ପାଇଁ ଜଣାଇବ, last 4 digit ଠିକ ସେ type କରି verify କରିନିଅନ୍ତୁ, ଆଉ account ନମ୍ବର ଆଉ ifsc code କୁ ଭଲ ଭାବରେ check କରି ନିଅନ୍ତୁ,ଆଉ proceed for online claim ଉପରେ click କରନ୍ତୁ

  • ଏହାପରେ PF ADVANCE (FROM-31) ଉପରେ click କରନ୍ତୁ

  • ଏହା ପରେ ଏଠାରେ ଆପଣ Purpose Select କରନ୍ତୁ କଣ ପାଇଁ ଆପଣ Epf Advance ଉଠେଇବାକୁ ଚାଁହୁଚନ୍ତି, କେତେ ଟଙ୍କା Advance ଉଠେଇ ବାକୁ ଚାଁହୁଚନ୍ତି ଭରନ୍ତୁ , ଏହା ପରେ ନିଜ Address କୁ ଭଲ ଭାବରେ ଲେଖି ଦିଅନ୍ତୁ, ଆଉ ଏହା ପରେ bank passbook କୁ clear କରି ଫଟୋ ଉଠେଇ upload କରନ୍ତୁ, term and condition କୁ accept କରନ୍ତୁ ଆଉ Get aadhar otp ଉପରେ click କରନ୍ତୁ
  • ଏହାପରେ ଆପଣଙ୍କ ମୋବଇଲ କୁ ଆସିଥିବା otp କୁ otp ବକ୍ସ ରେ type କରି validate otp and submit claim from ଉପରେ click କରନ୍ତୁ
  • ଏହାପରେ claim submit ହୋଇଯିବ ଆଉ epf filed office କୁ forward ହୋଇଯିବ, ଆଉ କିଛ ଦିନ ପରେ epf office ରେ ଆପଣଙ୍କ Epf settle ହେଲା ପରେ ପଇସା  ଆପଣଙ୍କ bank account କୁ transfer ହେଇଯିବ

Epf ରୁ advance କେମିତ online ରେ claim କରାଯାଇଥାଏ, ସେହି ବିଷୟରେ ତଳେ ଏକ video ଦିଆଯାଇଛି ଆବଶ୍ୟକ ପଡିଲେ ଦେଖିପାରିବେ



Please Give Your Feedback

ଆପଣଙ୍କ ଯେକୌଣସି ପ୍ରକାର Online କାମ ପାଇଁ ଯୋଗାଯୋଗ କରନ୍ତୁ SKJEE e FACILITY,ଏଥି ପାଇଁ ଆପଣଙ୍କୁ କୁଆଡେ ଯିବାକୁ ପଡ଼ିବନିଘରେ ଥାଇ ଆପଣ ଆମ ସାହାଯ୍ୟରେ ଆପଣଙ୍କ କାମକୁ କରିପାରିବେ (Example -Pan Card Apply ,Police Verification Certificate ,Epfo Help , Etc.....)ଯୋଗାଯୋଗ କରିବା ପାଇଁ ତଳେ ଦିଆ ଯାଇଥିବା Link ଉପରେ Click କରନ୍ତୁ
 ASK HELP TO SKJEE e FACILITY

 

 

ଜାଣନ୍ତୁ କେମିତି Uan ନମ୍ବର କୁ ପ୍ରଥମେ Activate କରାଯାଇଥାଏ

 

ଜାଣନ୍ତୁ କେମିତି Uan ନମ୍ବର କୁ ପ୍ରଥମେ Activate କରାଯାଇଥାଏ



  • ପ୍ରଥମେ Google browser ଖୋଲନ୍ତୁ ଆଉ search କରନ୍ତୁ Uan Login, ଏହା ପରେ ଆପଣଙ୍କୁ unifiedportal-mem.epfindia.gov.in ୱେବ୍ସାଇଟ ଆପଣକୁ ସବା ଉପରେ ଦେଖିବାକୁ ମିଳିବ, ତାହା ଉପରେ click କରନ୍ତୁ 
  • ଏହି page ରେ Important links ରେ  Activate Uan option ଆପଣଙ୍କୁ ଦେଖିବାକୁ ମିଳିବ ତାହା ଉପରେ click କରନ୍ତୁ

  • ଏଠାରେ ଆପଣ ନିଜ uan  ନମ୍ବର Type କରନ୍ତୁ ଯଦି uan ନମ୍ବର ନାହିଁ epf ନମ୍ବର ଆଉ ନାମ ଜନ୍ମ ତାରିକ ଆଉ ମୋବଇଲ ନମ୍ବର ଯୋଉ ନମ୍ବର register କରିବାକୁ ଚାଁହୁଚନ୍ତି type କରନ୍ତୁ ଆଉ mail id ଏହାପରେ captcha code type କରି Get Authorization pin ଉପରେ click କରନ୍ତୁ
  • ଏହା ପରେ ଆପଣଙ୍କ mobile କୁ ଗୋଟେ otp ଆସିବ ଏହାକୁ otp box ରେ ଲେଖି i agree ଉପରେ click କରି ତାପରେ validate otp and activate Uan ଉପରେ click କରନ୍ତୁ
  • ଏହା ପରେ ଆପଣଙ୍କ uan ନମ୍ବର Activate ହେଇଯିବ ଆଉ  ଆପଣଙ୍କ ମୋବଇଲ ନମ୍ବର କୁ ଏହାର password Sms ଦ୍ୱାରା ଆସିଯିବ ଏହିପରି ଆପଣ ଆପଣଙ୍କ Uan କୁ Activate କରିପାରିବେ

ତଳେ uan କୁ କିପରି activate କରିବେ ସେଇ ବିଷୟରେ ଗୋଟେ video ଦିଆଯାଇଛି ଆବଶକ୍ୟ ପଡିଲେ ଦେଖି ପାରିବେ




Please Give Your Feedback

ଆପଣଙ୍କ ଯେକୌଣସି ପ୍ରକାର Online କାମ ପାଇଁ ଯୋଗାଯୋଗ କରନ୍ତୁ SKJEE e FACILITY,ଏଥି ପାଇଁ ଆପଣଙ୍କୁ କୁଆଡେ ଯିବାକୁ ପଡ଼ିବନିଘରେ ଥାଇ ଆପଣ ଆମ ସାହାଯ୍ୟରେ ଆପଣଙ୍କ କାମକୁ କରିପାରିବେ (Example -Pan Card Apply ,Police Verification Certificate ,Epfo Help , Etc.....)ଯୋଗାଯୋଗ କରିବା ପାଇଁ ତଳେ ଦିଆ ଯାଇଥିବା Link ଉପରେ Click କରନ୍ତୁ
 ASK HELP TO SKJEE e FACILITY

 

 

Know how to apply police verification online in Digital portal

 

Know how to apply police verification online in Digital portal If your state portal not responding



  • Just go to your browser and type (digital police portal) or direct click on bellow link https://digitalpolice.gov.in/
  • choose your state from drop down link registre your self and create user id and password
  • now login
  • fill all details ,and submit your request
For more information for apply your police verification  watch video that we have given bellow 




Please Give Your Feedback

ଆପଣଙ୍କ ଯେକୌଣସି ପ୍ରକାର Online କାମ ପାଇଁ ଯୋଗାଯୋଗ କରନ୍ତୁ SKJEE e FACILITY,ଏଥି ପାଇଁ ଆପଣଙ୍କୁ କୁଆଡେ ଯିବାକୁ ପଡ଼ିବନିଘରେ ଥାଇ ଆପଣ ଆମ ସାହାଯ୍ୟରେ ଆପଣଙ୍କ କାମକୁ କରିପାରିବେ (Example -Pan Card Apply ,Police Verification Certificate ,Epfo Help , Etc.....)ଯୋଗାଯୋଗ କରିବା ପାଇଁ ତଳେ ଦିଆ ଯାଇଥିବା Link ଉପରେ Click କରନ୍ତୁ
 ASK HELP TO SKJEE e FACILITY

 

 

Check your epf balance online and Download your epf passbook

 

ଜାଣନ୍ତୁ କେମତି Online ରେ Epf balance check କରିବେ ଆଉ Epf Passbook କେମିତି Download କରିବେ



  • ପ୍ରଥମେ Google ରେ Epf passbook type କରି search କରନ୍ତୁ, ବା ଏହି link https://passbook.epfindia.gov.in/MemberPassBook/Login ଉପରେ direct click କରି ଆପଣ ଯାଇ ପାରିବେ
  • ଏହା ପରେ ଆପଣ ନିଜ uan ନମ୍ବର ଆଉ password ଦେଇ login କରନ୍ତୁ ଯଦି ଆପଣଙ୍କ ପାଖରେ uan password ନାହିଁ, ଏଠାରେ ଦିଆ ଯାଇଥିବା link  Click here - SKJEE e FACILITY  ଉପରେ click କରି Uan କେମତି Activate କରି  Password set କରାଯାଇଥାଏ ଦେଖି ନିଅନ୍ତୁ
  • Login ହେଲା ପରେ ଆପଣ ଏଠାରେ ଆପଣଙ୍କ epf balance ଦେଖିପାରିବେ ଆଉ Download କରିପାରିବେ ଆଉ ଯଦି epf apply କରିଛନ୍ତି Status ମଧ୍ୟ ଦେଖିପାରିବେ 


Please Give Your Feedback

ଆପଣଙ୍କ ଯେକୌଣସି ପ୍ରକାର Online କାମ ପାଇଁ ଯୋଗାଯୋଗ କରନ୍ତୁ SKJEE e FACILITY,ଏଥି ପାଇଁ ଆପଣଙ୍କୁ କୁଆଡେ ଯିବାକୁ ପଡ଼ିବନିଘରେ ଥାଇ ଆପଣ ଆମ ସାହାଯ୍ୟରେ ଆପଣଙ୍କ କାମକୁ କରିପାରିବେ (Example -Pan Card Apply ,Police Verification Certificate ,Epfo Help , Etc.....)ଯୋଗାଯୋଗ କରିବା ପାଇଁ ତଳେ ଦିଆ ଯାଇଥିବା Link ଉପରେ Click କରନ୍ତୁ
 ASK HELP TO SKJEE e FACILITY

 

 


How To Surrender LIC Policy

  ଯଦି LIC ଭରିବାକୁ ଚାଁହୁ ନାହାନ୍ତି ,ତାହାଲେ  ଜାଣନ୍ତୁ କେମିତି ବନ୍ଦ କରିବେ  LIC How To Surrender LIC Policy Documents Require for LIC Surrender Ori...